Latest Odisha News
Browsing Tag

Diesel Price Hike

ଜାଣନ୍ତୁ, ମେ’ ମାସରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି କେତେ ?

ନୂଆଦିଲ୍ଲୀ: ମେ ମାସରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିଲା । ତାସହ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବି ବଢ଼ିଛି । ମେ ମାସରେ ମହଙ୍ଗା ହୋଇଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଗ୍ରାହକଙ୍କ ପକେଟରେ ମହଙ୍ଗା ମାଡ଼ କରିଛି । ଗୋଟିଏ ମାସରେ ପେଟ୍ରୋଲ ଲିଟର ପ୍ରତି ଦର ୩ଟଙ୍କା ୮୩ ପଇସା ଓ…

ଓଡ଼ିଶାର ୯ ଜିଲ୍ଲାରେ ୯୫ ଡେଇଁଲା ପେଟ୍ରୋଲ୍, ମାଲକାନଗିରିରେ ଲିଟର ୯୮.୫୩ ଟଙ୍କା

ଭୁବନେଶ୍ୱର: ଦେଶରେ ତୈଳଦର ଆଜି ପୁଣି ବଢ଼ିଛି । ଯାହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ପେଟ୍ରୋଲ୍ ସହ ଡିଜେଲର ଦର ବୃଦ୍ଧି ପାଇଛି । ଗାଜା ପଟ୍ଟିରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆମେରିକା ଓ ପଶ୍ଚିମ ଏସିଆ ଦେଶର ତୈଳଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।…

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦…

ଦୁଇ ଦିନ ପରେ ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କଲବଲ କଲାଣି । ଦୁଇ ଦିନ ଆଶ୍ୱସ୍ତି ମିଳିଥିଲା । ଦାମ୍ ବଢ଼ି ନଥିଲା । ଆଜି ପୁଣି ବଢ଼ିଛି । ପେଟ୍ରୋଲ ଦାମ୍ ଲିଟର ପ୍ରତି ୨୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଆଦି ସହରରେ ପେଟ୍ରୋଲ ଦାମ୍ ୯୦…