ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କଲବଲ କଲାଣି । ଦୁଇ ଦିନ ଆଶ୍ୱସ୍ତି ମିଳିଥିଲା । ଦାମ୍ ବଢ଼ି ନଥିଲା । ଆଜି ପୁଣି ବଢ଼ିଛି । ପେଟ୍ରୋଲ ଦାମ୍ ଲିଟର ପ୍ରତି ୨୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଆଦି ସହରରେ ପେଟ୍ରୋଲ ଦାମ୍ ୯୦ ଟଙ୍କା ପାର କଲାଣି । ତୈଳ ଦର ଏଭଳି ହୁ ହୁ ହୋଇ ବଢ଼ିଲା ଦିନ କେଇଟାରେ ଦାମ୍ ସେଞ୍ଚୁରୀ ପାର କରିବି ।
ସହର ପେଟ୍ରୋଲ ଡିଜେଲ୍
ଦିଲ୍ଲୀ ୯୦ ଟଙ୍କା ୯୩ ପଇସା ୮୧ ଟଙ୍କା ୩୨ପଇସା
ମୁମ୍ବାଇ ୯୭ ଟଙ୍କା ୩୪ ପଇସା ୮୮ ଟଙ୍କା ୪୪ ପଇସା
କୋଲକାତା ୯୧ ଟଙ୍କା ୧୨ ପଇସା ୮୪ ଟଙ୍କା ୧୯ ପଇସା
ଚେନ୍ନାଇ ୯୨ ଟଙ୍କା ୯୦ ପଇସା ୮୬ ଟଙ୍କା ୩୧ ପଇସା
ଭୋପାଲ ୯୮ ଟଙ୍କା ୯୬ ପଇସା ୮୯ ଟଙ୍କା ୬୦ ପଇସା
BREAKING NEWS
- ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- TV ‘Dustbin Medium’: ‘ଟିଭି ହେଉଛି ଡଷ୍ଟବିନ୍ ମିଡିୟମ୍’! ଟିଭି ଅଭିନେତାଙ୍କ ଷ୍ଟାଇଲ୍କୁ ନେଇ ଏମିତି କହିଦେଲେ ଅଭିନେତା…ପଡିଗଲା ଚହଳ…
- ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ଗାଡ଼ିରୁ ୫ ଲକ୍ଷ ଜବତ
- Guangzhou-Delhi Flights: ମୋଦି-ଜିନପିଙ୍ଗଙ୍କ ବୈଠକ ପୂର୍ବରୁ ବଡ଼ ଘୋଷଣା, ୬ ବର୍ଷ ପରେ ପୁଣି ଉଡିବ ଗ୍ୱାଙ୍ଗଝୁ-ଦିଲ୍ଲୀ ସିଧା ବିମାନ!
- Modi-Pezeshkian Hand-In-Hand: ପେଜେଶ୍କିଆନଙ୍କ ହାତକୁ ଏମିତି ଜାବୁଡି ଧରିଲେ ମୋଦି, ଗୋଟିଏ ଫଟୋରେ ବଡ ବାର୍ତ୍ତା ଦେଲା ଭାରତ…ଟ୍ରମ୍ପଙ୍କୁ ଝଟକା!
- ଏସୀୟ କ୍ରୀଡ଼ା ପୂର୍ବରୁ ବଡ଼ ଖବର: ଦଳରୁ ବାଦ୍ ପଡ଼ିଲେ ଦିବ୍ୟାଂଶୀ ଚୌଧୁରୀ; ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ଦେଲେ ଚାଞ୍ଚଲ୍ୟକର ବୟାନ
- ପ୍ରବଳ ବର୍ଷା ଆଶଙ୍କା; ମାଲକାନଗିରିରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ଛୁଟି
- ଲଗାଣ ବର୍ଷାରେ ବେହାଲ ମାଲକାନଗିରି; ଯୋଗାଯୋଗ ବିଛିନ୍ନ
- ରଥଯାତ୍ରା ୨୦୨୬: ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଟିପିସିଓଡିଏଲକୁ ‘ରଥସେବା ସମ୍ମାନ’ ପ୍ରଦାନ
- ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୬.୨

Comments are closed.