Latest Odisha News
Browsing Tag

dilip gandhi

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ନେତା ଦିଲୀପ ଗାନ୍ଧୀଙ୍କ ବୁଧବାର ଦେହାନ୍ତ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ମଙ୍ଗଳବାର ଦିନ ଦିଲୀପ ଗାନ୍ଧୀ କରୋନାଭାଇରସ୍ ରିପୋର୍ଟ ପଜିଟିଭ୍…