ଦିଲୀପ ରାୟ କରୋନା ସଂକ୍ରମିତ
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କରୋନା ସଂକ୍ରମିତ । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ଦିଲୀପ ରାୟ । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଡାକ୍ତରଙ୍କ ପରମର୍ଶରେ ସଂଗରୋଧରେ ଅଛନ୍ତି ଦିଲୀପ ରାୟ ।
ଏଥିସହ…