Latest Odisha News

BREAKING NEWS

Browsing Tag

dillip kumar

ମନେରହିବେ ଦିଲ୍ଲୀପ କୁମାର

ଭୁବନେଶ୍ୱର: ମନେରହିବେ ଲିଜେଣ୍ଡାରୀ ଆକ୍ଟର ଦିଲ୍ଲୀପ କୁମାର । ବଲିଉଡର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଳ୍ଲୀପ କୁମାର ଓରଫ ମହମ୍ମଦ ୟୁସୁଫ ଖାନ୍ । ୯୮ ବର୍ଷରେ ବର୍ଷୀୟାନ୍ ଅଭିନେତା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପେଶୱାର ହାବେଳୀରେ ଜନ୍ମ ନେଇଥିବା ଦିଲ୍ଲୀପ ପିଲା ବେଳରୁ ଅଭିନୟ…

ଜଣେ ଥିଲେ ଦିଲ୍ଲୀପ କୁମାର; ସ୍ଵତନ୍ତ୍ରତାର ଅନନ୍ୟ ସ୍ଵାକ୍ଷର

ମୁମ୍ବାଇ: ଦିଲ୍ଲୀପ କୁମାର; ନାଁ ହିଁ ଯଥେଷ୍ଟ। ବଲିଉଡର ଅନ୍ୟନାମ। ହିନ୍ଦୀ ସିନେମାର କ୍ରମବିକାଶରେ ତାଙ୍କର ଅବଦାନ ବହୁତ ଅଧିକ। ସମାଲୋଚନାରୁ ସେ ସବୁବେଳେ ଉର୍ଦ୍ଧ୍ଵରେ ଥିଲେ। ଅନେକ ତାଙ୍କୁ ଅଭିନୟର ପ୍ରତିଷ୍ଠାନ ବୋଲି କହୁଥିଲେ। ଅଭିନୟ ଏତେ ନିଖୁଣ, ଅଭିନୟ ବୋଲି ବି ଜଣାପଡ଼େନି। ଅଭିନୟର…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ଆଇସିୟୁରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସହଜ କମନେ କରିବାରୁ ମଙ୍ଗଳବାର ସକାଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କୁ ଏବେ…