ଭୁବନେଶ୍ୱର: ମନେରହିବେ ଲିଜେଣ୍ଡାରୀ ଆକ୍ଟର ଦିଲ୍ଲୀପ କୁମାର । ବଲିଉଡର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଳ୍ଲୀପ କୁମାର ଓରଫ ମହମ୍ମଦ ୟୁସୁଫ ଖାନ୍ । ୯୮ ବର୍ଷରେ ବର୍ଷୀୟାନ୍ ଅଭିନେତା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପେଶୱାର ହାବେଳୀରେ ଜନ୍ମ ନେଇଥିବା ଦିଲ୍ଲୀପ ପିଲା ବେଳରୁ ଅଭିନୟ ପ୍ରତି ରଖିଥିଲେ ରୁଚି । ଯାହାପାଇଁ ଦିନେ ସେ ଜଣେ ଆଗଧାଡିର ଅଭିନେତାର ପରିଚୟ ପାଇଥିଲେ । ବଲିଉଡରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଦେଇ ତାଙ୍କର ଫ୍ୟାନ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଛନ୍ତି ସେ । ଆଜି ତାଙ୍କ ଅନୁପସ୍ଥିତି ବଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି । କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ ସାରା ଦେଶ ପକ୍ଷରୁ ସେହି ଭେଟେରାନ ଆକ୍ଟରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି . ..
BREAKING NEWS
- କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି
- ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି
- ବାଲେଶ୍ୱରରେ ଅଭାବନୀୟ ଘଟଣା: ଜଳିଗଲା ୧୦୮ ଆମ୍ବୁଲାନ୍ସ, ଜୀବନ୍ତ ଦଗ୍ଧ ହେଲେ ରୋଗୀ
- ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗ ଦୀଘାରୁ ୩ ଅଟକ
- Delhi Security: ପୁଟିନ୍-ଜିନପିଙ୍ଗଙ୍କ ପାଇଁ ଅଭେଦ୍ୟ ସୁରକ୍ଷା, BRICS ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବଳୟ
- Man With Uterus: ବାପା ହୋଇପାରିବେ କି ନାହିଁ କରିବାକୁ ଯାଇଥିଲେ ଟେଷ୍ଟ…ଜଣାପଡିଲା ପେଟରେ ଅଛି ଗର୍ଭାଶୟ!
- ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ
- ବାରମ୍ବାର ଅଗ୍ନିକାଣ୍ଡ ପରେ କଡା ଆକ୍ସନ: ୧ ନମ୍ବର ହାଟରେ ଚାଲିଛି ଉଚ୍ଛେଦ
- ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା
- BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ ରହିଛି ବଡ଼ କୂଟନୈତିକ କାହାଣୀ


Comments are closed.