ଆଇଏମଡିର ନୂତନ ଡିଜି ଭାବେ ଓଡିଶାର ମୃତ୍ୟୁଞ୍ଜୟ ମହାପାତ୍ର ନିଯୁକ୍ତ
ନୂଆଦିଲ୍ଲୀ : ଓଡିଶାର ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।
ବାତ୍ୟା ସମୟରେ ତାଙ୍କ ଟିମ୍ ଲ୍ୟାଣ୍ଡଫଲ ସମ୍ବନ୍ଧୀୟ ସଠିକ ଆକଳନ ଏବଂ ଧନଜୀବନ ହାନିକୁ…