Latest Odisha News

BREAKING NEWS

Browsing Tag

Dowry Death

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ; ଶାଶୁ ଘରର ଚାରି ଜଣ ଗିରଫ

ଭଦ୍ରକ: ଭଦ୍ରକରେ ଯୌତୁକ ହତ୍ୟା ଅଭିଯୋଗ। ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୂ ପ୍ରିୟଙ୍କା ଦଳେଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କ ମାଙ୍କ କହିବା ଅନୁଯାୟୀ ବାହାଘର ୧ ଲକ୍ଷ ଟଙ୍କାରେ…

ବୁଲେଟ୍ ପାଇଁ ବୋହୂକୁ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ସଦର ଥାନା ଖେଡ଼ପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ବାବଦରେ ବୁଲେଟ୍ ନଦେବାରୁ ବୋହୂକୁ ହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧୁପୁର ଗାଁର ସୁଭଦ୍ରା ନାୟକ ଖେଡ଼ପଡ଼ାର…

ଯାଜପୁରରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗରେ ବାପ ପୁଅ ଗିରଫ

ଯାଜପୁର: ଜଣେ ମହିଳାଙ୍କ ଯୌତୁକ ଜନିତ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲାରେ ବାପ ପୁଅଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନାନୁଯାୟୀ, ୨୦୧୮ରେ ଦଶରଥପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମର ସଙ୍ଗିତା ଦାସ ଦୁଦୁରନ୍ତା ଗ୍ରାମର ବିକାଶ ପରିଡ଼ାଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ…