Latest Odisha News

BREAKING NEWS

Browsing Tag

Drugs

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…

ରାତି ଅଧରେ ଚୀନ୍‌ ଆକାଶରୁ ହେଲା ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡ୍ରଗ୍ସର ଅପବ୍ୟବହାର ପ୍ରାୟତଃ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, କିନ୍ତୁ ଚାଇନାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଡ୍ରଗ୍ସ ଗ୍ରହଣ କରିବା ଅନେକ ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି। ବାସ୍ତବରେ ଚାଇନାର ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। କାରଣ ଏହି ଯୁବକ…

୧୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ସହିତ ଇଞ୍ଜିନିୟରିଂ ଛାତ୍ର ଗିରଫ

ନୂଆଦିଲ୍ଲୀ: ଉଡୁପି (କର୍ଣ୍ଣାଟକ) ପୋଲିସ ରବିବାର ଦିନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ହିମାଂଶୁ ଯୋଶୀଙ୍କୁ ଡାର୍କ ୱେବ୍ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ (488 MDMA) ସହିତ ଗିରଫ କରିଛି। ଛାତ୍ରଟି ନୋଏଡା ସହରରୁ ଆସି…

ବିଡେନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟ୍ରମ୍ପ, କହିଲେ ସେ ଡ୍ରଗ୍ସ ନିଅନ୍ତି

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ବିତର୍କରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଡ୍ରଗ୍ସ ନେଇଛନ୍ତି। ଜାତୀୟ ମତଦାନରେ ବହୁତ ପଛରେ ଥିବା ରିପବ୍ଲିକାନ୍ ନେତା ପ୍ରଥମେ ଫକ୍ସ ନ୍ୟୁଜ୍ ସାକ୍ଷାତକାରରେ…