Latest Odisha News

BREAKING NEWS

Browsing Tag

Drugs

ଖରାପ ମାନର ଔଷଧ, ଲାଇସେନ୍ସ ହରାଇବେ ୧୮ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: ୧୮ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଔଷଧ ଉତ୍ପାଦନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଲାଇସେନ୍ସକୁ ବାତିଲ୍ କରାଯାଇଛି । ୨୬ଟି ଫାର୍ମା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଆଧାରରେ ଏନଡିଟିଭି ପ୍ରକାଶ କରିଥିବା ଖବର…

ମହଙ୍ଗା ପଡ଼ିଲା ସଚ୍ଚୋଟ ପଣିଆ

ନୂଆଦିଲ୍ଲୀ: ସଚ୍ଚୋଟ ପଣିଆ ପଡ଼ିଲା ମହଙ୍ଗା । କାର୍‌ରେ ୨୦ କୋଟି ଟଙ୍କାର ‘କୋକେନ୍‌’ ଥିବା କଥା ବ୍ରିଟଶ୍‌ ପୋଲିସ ପାଖରେ ନିଜେ ସ୍ବିକାର କଲେ ସଚ୍ଚୋଟ ‘ଡ୍ରଗ୍‌’ ବ୍ୟବସାୟୀ  । କେବଳ ସ୍ବୀକାର କରିଛନ୍ତି ତାହା ନୁହେଁ, ପୋଲିସ ପାଖରେ ସ୍ବିକାର କରି ୮ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା…

ରାଜଧାନୀରୁ ଲକ୍ଷେ ଟଙ୍କାର ହେରୋଇନ୍ ଜବତ, ଇଞ୍ଜିନିୟରିଂ ଛାତ୍ରଙ୍କ ସହ ୭ ଗିରଫ

ଭୁବନେଶ୍ୱର: ନିଶା କବଳରେ ରାଜଧାନୀର ଯୁବପିଢ଼ି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ବି.ଟେକ୍ ଛାତ୍ରଙ୍କ ସହ ୭ ଜଣଙ୍କୁ ହେରୋଇନ୍ ସେବନ ଅଭିଯୋଗରେ ଗିରଫ କରିଛି । ସୂଚନା ଅନୁସାରେ, ଗିରଫଙ୍କୁ ଏକ ଘରୋଇ ହସ୍ପିଟାଲ୍ ନିକଟରେ ଥିବା ନିଛାଟିଆ ସ୍ଥାନରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ…

ଡ୍ରଗ୍ସ ସେବନ ଅଭିଯୋଗରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତଙ୍କୁ ହେପାଜତକୁ ନେଲା ପୋଲିସ

ବେଙ୍ଗଳୁରୁ: ପୁଣି ଡ୍ରଗ୍ସ ଜାଲରେ ବଲିଉଡ୍ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ପରେ ଜଣଙ୍କ ପରେ ଜଣେ ବଲିଉଡ୍ ତାରକା ଡ୍ରଗ୍ସ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ସମସ୍ତେ । ଏବେ ସେହି ଡ୍ରଗ୍ସ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ…

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…

ଆର୍ଯ୍ୟନଙ୍କୁ ତିନିଥର ଗଂଜେଇ ଯୋଗାଇଥିଲେ ଅନନ୍ୟା

ମୁମ୍ବାଇ: ଗୋଆ କ୍ରୁଜ୍ ସିପ୍ ଡ୍ର୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ଯ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି । ଏନସିବିର ରିପୋର୍ଟ…

ବଢିବାରେ ଲାଗିଛି କିଙ୍ଗଖାନଙ୍କ ଚିନ୍ତା, ଆର୍ଯ୍ୟନ୍‌ଙ୍କୁ ସାଧାରଣ ସେଲ୍ ସ୍ଥାନାନ୍ତରଣ

ମୁମ୍ବାଇ: ପଦ୍ମ ଘୁଂଚିଘୁଂଚି ଯାଉଛି । କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରୁନି । ଅନ୍ୟପଟେ ଆର୍ଯ୍ୟନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ସାମ୍ନାକୁ ଆସିଛି ନୂଆ ଖବର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆର୍ଥର୍ ରୋଡ ଜେଲରେ…

ଜାଣନ୍ତୁ କେଉଁ ଅଫିସରମାନେ କରିଥିଲେ କ୍ରୁଜ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍‌

ମୁମ୍ବାଇ: ଗତ ଶନିବାର ଦିନ ଗୋଆ ଯାଉଥିବା ଏକ କ୍ରୁଜ (ବିଳାଶମୟ ବୋଟ୍‌) ଉପରେ ଛାପା ମାରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ କିଙ୍ଗଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୯ରୁ ଅଧିକ ଗିରଫଦାରୀ ହୋଇଛି । ଏହି ହାଇପ୍ରୋଫାଇଲ୍…

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…