Latest Odisha News
Browsing Tag

Dry Run

କାଲି ଦିନ ୧୦ଟାରୁ ଆରମ୍ଭ ହେବ କୋଭିଡ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : କାଲି ଦିନ ୧୦ଟାରୁ ୧୨ଟା ଯାଏଁ କୋଭିଡ ଟିକାକରଣ ପାଇଁ ଡ୍ରାଏ ରନ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ଏହି ଟୀକାକରଣ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଟୀକାକରଣ ଏଥି ସହ ଜିଲ୍ଲାର ଗୋଟିଏ ବଡ…

ଜାନୁଆରି ୨ରୁ ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଦେଶରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ଜାନୁଆରି ୨ ତାରିଖରୁ ସବୁ ରାଜ୍ୟର ରାଜଧାନୀରେ ଏହି ଡ୍ରାଏ ରନ୍ ଆରମ୍ଭ ହେବ। ଏ ନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ୪ଟି…

୪ ଜିଲ୍ଲାରେ କୋଭିଡ ଟିକାର ଡ୍ରାଏ ରନ୍ ଆରମ୍ଭ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜୁରାଟ ଏବଂ ଆସାମ ଭଳି ଚାରିଟି ରାଜ୍ୟରେ ସୋମବାର ଦିନ କୋଭିଡ-୧୯ ଟିକାର ଦୁଇ ଦିନିଆ ଡ୍ରାଏ ରନ୍ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଟୀକାକରଣ କାର୍ଯ୍ୟକ୍ରମରେ ଚାରିଟି ରାଜ୍ୟରେ ହୋଇଥିବା ପର୍ଯ୍ୟବେକ୍ଷଣ ବିଷୟରେ କେନ୍ଦ୍ରକୁ ରିପୋର୍ଟ କରାଯିବ।…