Latest Odisha News

BREAKING NEWS

କାଲି ଦିନ ୧୦ଟାରୁ ଆରମ୍ଭ ହେବ କୋଭିଡ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : କାଲି ଦିନ ୧୦ଟାରୁ ୧୨ଟା ଯାଏଁ କୋଭିଡ ଟିକାକରଣ ପାଇଁ ଡ୍ରାଏ ରନ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ଏହି ଟୀକାକରଣ ହେବ ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଟୀକାକରଣ ଏଥି ସହ ଜିଲ୍ଲାର ଗୋଟିଏ ବଡ ଘରୋଇ ହସ୍ପିଟାଲରେ ମଧ୍ୟ ଡ୍ରାଏ ରନ ଚାଲିବ ବୋଲି ସୂଚନା ଦିଆଯାଇଛି ।

ଡ୍ରାଏ ରନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

Leave A Reply

Your email address will not be published.