ଖାଉଟିଙ୍କ ପାଇଁ ଖୁସି ଖବର; କମିଲା ଖାଇବା ତେଲ ଦର
ନୂଆଦିଲ୍ଲ: ଦୀର୍ଘ ଦିନ ଧରି ମହଙ୍ଗା ମାଡରେ ନଇଁ ପଡ଼ିଥିବା ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସିର ଖବର । ଅକ୍ଟୋବର ମାସରେ ଦରଦାମ ସାମାନ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଖୁଚୁରା ଦରବୃଦ୍ଧି ଏବେ ବି ୬.୭୭ ପ୍ରତିଶତ ରହିଛି ଯାହା କି ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ୬ ପ୍ରତିଶତ ଟାର୍ଗେଟରୁ ଅଧିକ…