କୋଏମ୍ବାଟୁର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ କମଲ ହାସନ
ଚେନ୍ନାଇ: ଅଭିନେତା ତଥା ରାଜନେତା କମଲ ହାସନ ଏପ୍ରିଲ ୬ ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଏମ୍ବାଟୁର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ତାଙ୍କ ଦଳର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରି ଶୁକ୍ରବାର ଦିନ ଏମଏନଏମର ସଭାପତି…