Latest Odisha News

BREAKING NEWS

Browsing Tag

Electric shock

ବିଦ୍ୟୁତ ସଂସ୍ପର୍ଶରେ ଆସି କଳାହାଣ୍ଡି ଦଶପୁର ଗାଁରେ ବ୍ୟକ୍ତିଙ୍କ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଦଶପୁର ଗ୍ରାମର ଘନଶ୍ୟାମ ମେହେର । ଆଜି ସକାଳେ ଘନଶ୍ୟାମ ନିଜ ମୋଟର ସାଇକେଲ ଗ୍ୟାରେଜକୁ ଯାଇ ମିଟର…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ…

ବିଦ୍ୟୁତ ଆଘାତରେ ଶ୍ୱଶୂର-ବୋହୂ ମୃତ

ରାୟଗଡ଼ା: ଅଶୁଭ ଶନିବାର । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ଜଣଙ୍କର ଅକାଳ ବିୟୋଗ । ଶ୍ୱଶୂର ଓ ବୋହୂଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡ଼ା ଗାଁରେ । ମୃତକମାନେ ହେଲେ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା…