Latest Odisha News

BREAKING NEWS

Browsing Tag

Electricity Bill

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ମଣ୍ଡଳୀରୁ ୩୫ ହଜାର ପରିବାର ଗାଏବ, ସତ କଣ ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀରୁ ଏକ ଆଶ୍ଚର୍ଯ୍ୟକର ଖବର ଆସିଛି । ବିଦ୍ୟୁତ୍ ବିଭାଗ ସହ ଜଡ଼ିତ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ବିଦ୍ୟୁତ୍ ବିଭାଗ ପାଇଁ କାମ କରୁଥିବା ଏକ ଏଜେନ୍ସି ଗୋରଖପୁର ଜୋନରେ ୩୫ ହଜାର ଘରେ ତାଲା ପଡ଼ିଥିବା…

ହୁମାଙ୍କୁ ଲାଗିଲା ବିଜୁଲି ବିଲ୍‌ର ଝଟ୍‌କା‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସିଙ୍କୁ ଲାଗିଲା ବିଜୁଳି ବିଲ୍‌ର ଝଟ୍‌କା । ହୁମାଙ୍କ ହୋସ୍ ଉଡାଇଦେଇଛି ବିଦ୍ୟୁତ ବିଲ୍ । ବିଲ୍ ଦେଖି ତାଙ୍କୁ ଲାଗିଛି ତଗଡା ଝଟ୍‌କା । ତାଙ୍କ ଗୋଟିଏ ମାସର ବିଜୁଳି ବିଲ୍ ୫୦ ହଜାର ଟଙ୍କା ଆସିଛି । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ତାପସୀଙ୍କ ହୋସ୍ ଉଡାଇଲା ବିଜୁଳି ବିଲ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିଜୁଳି ବିଲ୍ ଦେଖି ହୋସ୍ ଉଡିଯାଇଛି । ତିନି ମାସର ଲକଡାଉନ୍‌ରେ ଆସିଥିବା ବିଜୁଲି ବିଲ୍‌କୁ ଦେଖି ସେ ନିଜେ ଚକିତ ହୋଇଯାଇଛନ୍ତି । ତାଙ୍କ ଘରର ବିଦ୍ୟୁତ ବିଲ୍ ଏତେ ଅଧିକ ଆସିଛି େ ଯାହା ଜାଣିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏନେଇ…

ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ୍ ସେବା: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଗ୍ରାହକଙ୍କ ପଇସା ଦେବାକୁ ପଡିବ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁବାର ଦିନ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ…

୧୨୮ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପାଇ କ’ଣ କଲେ ଗ୍ରାହକ, ଜାଣନ୍ତୁ

ଲକ୍ଷେ୍ନø: ଉତ୍ତରପ୍ରଦେଶର ହାପୁର ସ୍ଥିତ ଚାମରୀ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଜୁଳି ବିଭାଗ ପ୍ରାୟ ୧୨୮ କୋଟି ଟଙ୍କାର ବିଜୁଳି ବିଲ୍ ପ୍ରଦାନ କରିଛି । ଅପରପକ୍ଷରେ ବ୍ୟକ୍ତି ଜଣକ ବିଲ୍ ଦେୟ ପଇଠ ନକରିବାରୁ ବିଭାଗ ପକ୍ଷରୁ ତାଙ୍କ ଘରର ବିଜୁଳି ମଧ୍ୟ କାଟ୍ କରିଛି । ଦିଲ୍ଲୀଠାରୁ…