Latest Odisha News

BREAKING NEWS

Browsing Tag

Electrocuted

ବିଦ୍ୟୁତ ନେଲା ଡ୍ରାଇଭରଙ୍କ ଜୀବନ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡି ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଛକରେ ଦେଖିବାକୁ ମିଳିଛି । ମୃତ ଡ୍ରାଇଭର ଜଣକ ହେଲେ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୁରେଶ ଏକ ୧୪ ଚକିଆ ଟ୍ରକ୍…

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ଜଣଙ୍କ ଜୀବନ

ଯାଜପୁର: ବିଦ୍ୟୁତ ଆଘାତରେ ଚାଲିଗଲା ୩ଜୀବନ । ଏହିପରି ଦୁଃଖଦ ଖବର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସିକନ୍ଦରାବାଦରେ ଏକ କମ୍ପାନୀରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ତାଙ୍କ ପତ୍ନୀ ଓ ସାନ ଝିଅ ବିଦ୍ୟୁତ ଆଘାତରେ ଆଖି ବୁଜିଥିବା ଜଣାପଡ଼ିଛି । ମୃତକମାନେ ହେଲେ ବିଞ୍ଝାରପୁର…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ  ଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳସ୍ଥ ଶିବ ମୁଣ୍ଡାଙ୍କ ଝିଅ ତୁଳସୀ ଚାମ୍ପିଆ (ବୟସ ୧୦)ବୋଲି ଜଣାପଡିଛି ।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ ଓ ଜଣେ ଗୁରୁତର

ସୋନପୁର: ସୋନପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ଶୁକ୍ରବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦ୍ୱୟ ସହଦେବ ସାହୁ, ଦେବାନନ୍ଦ ସାହୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆହତ ଅରୁପାନନ୍ଦ…