Latest Odisha News

BREAKING NEWS

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ  ଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ମୃତ ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳସ୍ଥ ଶିବ ମୁଣ୍ଡାଙ୍କ ଝିଅ ତୁଳସୀ ଚାମ୍ପିଆ (ବୟସ ୧୦)ବୋଲି ଜଣାପଡିଛି ।

ଅପରପକ୍ଷରେ ଆହତ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରା ବାଦ ଗ୍ରାମର ଅଭିମନ୍ୟୁ ଜେନା।

ପ୍ରାପ୍ତ ସୂଚନା ଅନୁଯାୟୀ  ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ଥିବା ବିଦ୍ୟୁତ୍ ତାର କୌଣସି କାରଣବଶତ ଛିିିଡି ଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅପରପକ୍ଷରେ ମାମୁଁଁ ଘରେ ରହି ପଢୁଥିବା ତୁଳସୀ ପ୍ରଥମାଷ୍ଟମୀ ପାଇଁ  ଘରକୁ ଆସିଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିିସ୍ଥୀତି ସୄଷ୍ଟି ହୋଇଛି।

Leave A Reply

Your email address will not be published.