Latest Odisha News
Browsing Tag

Elephant Destroy

ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ଗାଁ ମୁହାଁ ହେଉଛନ୍ତି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଖଳା ବାଡ଼ିରେ ଥିବା ଧାନ ନଷ୍ଟ କରୁଛନ୍ତି । ଏହାଦ୍ୱାରା ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପଟେ ବନ ବିଭାଗ ହାତୀପଲଙ୍କୁ…

ହାତୀ ଆତଙ୍କ: ଫସଲ ନଷ୍ଟ ସହ ଭାଙ୍ଗିଲେ ୭ଘର

ସୁବର୍ଣ୍ଣପୁର: ବଢ଼ୁଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ୩୪ଟିକିଆ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏହାସହ ଗାଁର ୭ଟି ଘର ଭାଙ୍ଗି ଦେବା ସହ ବ୍ୟାପକ ଚାଉଳ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ନଷ୍ଟ…