Latest Odisha News
Browsing Tag

Elephant Tusk Seized

ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ି ବସିଲା ସ୍ପେଶାଲ୍ ସ୍କ୍ୱାଡ୍

ଦେବଗଡ଼: ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଚଢ଼ାଉ କଲା ସ୍ପେଶାଲ ସ୍କ୍ୱାଡ୍ । ଦେବଗଡ଼ ଜିଲ୍ଲାରୁ ଜଣେ ହାତୀ ଦାନ୍ତ ବେପାରୀ ଗିରଫ ହୋଇଛି । ତା ନାଁ ସୁନୀଲ ପୋଢ଼ । ତା ନିକଟରୁ ୨ଟି ହାତୀଦାନ୍ତ ଜବତ ହୋଇଛି । ପ୍ରଭାଷୁଣି ଗାଁ ନିକଟରେ ସୁନୀଲକୁ ଗିରଫ କଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ।…

ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ୍ ଡିଲ୍, ବେପାରୀ ବେଶରେ ୨ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ…