Latest Odisha News

BREAKING NEWS

Browsing Tag

Emergency

ବନ୍ୟା ଓ ପରବର୍ତ୍ତୀ ସ୍ଥିତି ନେଇ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ବନ୍ୟା ଜଳ ଛାଡ଼ିବା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଏହି ସମୟରେ ଅନେକ ଜଳବାହିତ ରୋଗ ଦେଖା ଦେଇଥାଏ । ଯାହାକୁ ନେଇ କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଜନସ୍ୱାସ୍ଥ୍ୟ…

ଶ୍ରୀଲଙ୍କାରେ ଭାରତ ପହଞ୍ଚାଇଲା ୭୬ ହଜାର ମେଟ୍ରିକ ଟନ ତୈଳ ଇନ୍ଧନ

ଭୁବନେଶ୍ୱର: ପଡ଼ୋଶୀ ଶ୍ରୀଲଙ୍କା ଘୋର ସଂକଟ ଭିତରେ ଗତି କରୁଛି । ଭାରତ ଘନିଷ୍ଠ ସହଯୋଗୀ ଓ ଉଦାର ପଡ଼ୋଶୀ ହିସାବରେ ସାହାଯ୍ୟର ହାତ ବଢ଼େଇ ଚାଲିଛି । ତୈଳ ଇନ୍ଧନ, ଗ୍ୟାସ ଓ ଖାଦ୍ୟ ସାମଗ୍ରୀରେ ସବୁ ପ୍ରକାର ସାହାଯ୍ୟ କରିଆସିଛି ଭାରତ । ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି ୭୬ ହଜାର ମେଟ୍ରିକ ଟନ୍…

ଆବଶ୍ୟକ ସ୍ଥଳେ ଶ୍ରୀଲଙ୍କାକୁ ଆକାଶପଥରେ ସାହାଯ୍ୟ ଯୋଗାଇବ ଭାରତ

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ରନ୍ଧନ ଗ୍ୟାସ୍‌, ତୈଳ ଇନ୍ଧନ ଆଉ ଏବେ ଖାଦ୍ୟ ସଙ୍କଟ । ଉଦାର ପଡ଼ୋଶୀ ହିସାବରେ ଭାରତ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଚାଲିଛି । ଏଭଳି ଘଡ଼ିସନ୍ଧି ବେଳାରେ ଭାରତ ଆଶ୍ୱସ୍ତ କଲା ଭଳି ଖବର ଦେଇଛି । ପରିସ୍ଥିତି ଅଣାୟତ ହେବାରୁ ଭାରତ…