Latest Odisha News

BREAKING NEWS

Browsing Tag

employees

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…

ଦୁର୍ବ୍ୟବହାରକୁ ନେଇ ଭଦ୍ରକ ପୌର ପାଳିକାରେ କାମ ଠପ୍, ଧାରଣାରେ କର୍ମଚାରୀ

ଭଦ୍ରକ: ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ହେଲେ କାଉନସିଲରଙ୍କ କ’ଣ ଯାଉଛି ? ଏବେ ଏହି ପ୍ରଶ୍ନ ପଚାରୁଛନ୍ତି ଭଦ୍ରକ ପୌରପାଳିକାର ପୌର କର୍ମଚାରୀ । ଅନଲାଇନରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ହେଲେ କିଛି କାଉନସିଲର୍ ଓ ବାହାର ଲୋକ କେତେଜଣ…

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…