Latest Odisha News
Browsing Tag

EPFO

ଏହି ଆବଶ୍ୟକତା ପାଇଁ ପିଏଫ ଆକାଉଣ୍ଟରୁ ଆଂଶିକ ଧନ ଉଠାଇ ପାରିବେ, ପ୍ରକ୍ରିୟା ଜାଣନ୍ତୁ..

ଭୁବନେଶ୍ବର: ପ୍ରତି ମାସରେ କର୍ମଚାରୀ ଏବଂ କମ୍ପାନୀ ଦ୍ୱାରା କିଛି ରାଶି ପିଏଫ ଆକାଉଣ୍ଟରେ ଜମା ହୋଇଥାଏ । ଏହି ଟଙ୍କା କର୍ମଚାରୀଙ୍କ ଅବସର ପ୍ଲାନର ଏକ ଅଂଶ । କିନ୍ତୁ ଯଦି ଅବସର ପୂର୍ବରୁ ଆପଣଙ୍କର କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଆସୁଛି, ତେବେ ଆପଣ ଆପଣଙ୍କର ପିଏଫ ଆକାଉଣ୍ଟରୁ ଟଙ୍କା…

ଆସିଲା ଖୁସି ଖବର, ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ

ନୂଆଦିଲ୍ଲୀ:ଆସିଲା ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ଯୋଜନା ବେତନ ସୀମାକୁ କେନ୍ଦ୍ର ସରକାର ଖୁବ ଶୀଘ୍ର ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ…

ଇପିଏଫଓରୁ ପାଆନ୍ତୁ ଅଧିକ ସୁଧ, ଆପଣାଇବାକୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତା (DA) ର ୧୨ ପ୍ରତିଶତ କଟାଯାଇ PF ଆକାଉଣ୍ଟକୁ ପ୍ରଦାନ କରାଯାଇଥାଏ। ସମାନ ପରିମାଣ ମଧ୍ୟ ନିଯୁକ୍ତିଦାତା ଦ୍ୱାରା ଜମା ହୋଇଥାଏ। ଏହାକୁ ନେଇ ସରକାର ଏକ ଭଲ ସୁଧ ମଧ୍ୟ ପ୍ରଦାନ କରୁଛନ୍ତି। ଅଧିକ ସୁଧ…

୮.୧୫ ପ୍ରତିଶତକୁ ବଢ଼ିଲା EPFO ସୁଧହାର, ଲାଭବାନ ହେବେ ୫ କୋଟିରୁ ଅଧିକ କର୍ମଚାରୀ

ଭୁବନେଶ୍ୱର : ମାର୍ଚ୍ଚ ମାସ ଶେଷ ଆଡକୁ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ସରକାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ…