Latest Odisha News

BREAKING NEWS

Browsing Tag

EXCISE RAID

ଗଞ୍ଜେଇ ରେଡ୍ ବେଳେ ମିଳିଲା ବିପୁଳ ରୂପା ଇଟା, ଆସିକାରୁ ନିଆ ଯାଉଥିଲା ପଶ୍ଚିମବଙ୍ଗ

କଟକ: ଗଞ୍ଜେଇ ଧରିବାକୁ ଅବକାରୀ ବିଭାଗ କରିଥିବା ରେଡ୍ ବେଳେ ରୂପା ଇଟା ସହ ଅଳଙ୍କାର ମିଳିଛି । ଏଥିସହ ଗାଡ଼ିରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଟାଙ୍ଗୀ ଟୋଲଗେଟ୍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଏସବୁ ଧରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଶ୍ଚିମବଙ୍ଗ ନମ୍ବର…

ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ

ଭୁବନେଶ୍ବର : ଅବକାରୀ ବିଭାଗକୁ ବଡ଼ ସଫଳତା । ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ହୋଇଛି ଚଢ଼ାଉ । ସାଲିଆ ସାହି ବସ୍ତିର ନୟାଗଡ଼ ସାହିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ଫ୍ଲାଇଙ୍ଗ ସ୍କାଡ ମିଳିତ ଭାବେ କରିଛନ୍ତି ରେଡ୍ ।…

ନକଲି ବିଦେଶୀ ମଦ କାରଖାନା ସିଲ୍, ବିପୁଳ ମଦ ଜବତ

ବାରିପଦା:  ନକଲି ବିଦେଶୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସ୍ଥାନୀୟ ଉଠାଣିନୂଆଗାଁର ବିକର୍ତ୍ତନ ନାୟକଙ୍କ ଘରେ ଅବକାରୀ ନିରୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ଉ କରିଥିଲା।  ଅବକାରୀ ଟିମ୍ ୧୨୦ ବୋତଲ ନକଲି ବିଦେଶୀ ମଦ ସହ…