Latest Odisha News
Browsing Tag

extortion

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା…

ମିଛ ଖବର ଓ ବଟି ମାଗିବା ଅଭିଯୋଗରେ ବନ୍ଧାହେଲେ ୨ ୱେବ୍ ସାମ୍ବାଦିକ

ଭୁବନେଶ୍ୱର: ରାଜଧାନୀରେ ପୋଲିସ ୨ ଜଣ ୱେବ୍ ସାମ୍ବାଦିକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୨ ସାମ୍ବାଦିକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ବ୍ଲାକମେଲିଂ କରିବା ସହ ଚାନ୍ଦା ମାଗିଥିଲେ । ହୋଟେଲ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ସୂଚନା…

ଦାଦାବଟି ନଦେବାରୁ ଭାଇଭଉଣୀକୁ ହାଣିଦେଲେ

ବ୍ରହ୍ମପୁର: ଦାଦାବଟି ନଦେବାରୁ ଭଉଭଉଣୀଙ୍କ ଉପରେ ଖଣ୍ଡାରେ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି…