ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନ
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କ ବେଶ ସମ୍ଭାର ଆଲୋଚନା ପରିପ୍ରେକ୍ଷୀରେ ଆମେ ତାଙ୍କର ସ୍ଵର୍ଣ୍ଣ ଆଭୂଷଣ ବିଷୟରେ ଅନେକ ବିଷୟ ଜାଣିଲେ। ମା…