Latest Odisha News
Browsing Tag

Fake Call Centre

ନକଲି କଲ୍ ସେଣ୍ଟର ଉପରେ ରେଡ୍, ୩୮ ଗିରଫ

ନୂଆଦିଲ୍ଲୀ: ନକଲି କଲ୍ ସେଣ୍ଟର କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଥିଲେ । ଏବେ ପୁଲିସ ୩୮ ଜଣଙ୍କୁ ଗିରଫ କରିଛି । ଗୁରୁଗାଁଓ ସ୍ଥିତ ଉଦ୍ୟୋଗ ବିହାର ଫେଜ୍ ଥ୍ରୀରେ ଚାଲିଥିଲା ଏହି ନକଲି କଲ୍ ସେଣ୍ଟର । ଗିରଫଙ୍କ ମଧ୍ୟରେ ୯ ଜଣ ମହିଳା ରହିଛନ୍ତି । ଚାଇନିଜ ମୋବାଇଲ ଆପ୍ ଜରିଆରେ ଏପରି…