ସ୍ୱିଗି ବୟ ମିଛ ଅପହରଣର ଯବନିକା: ପ୍ରେମିକା ସହ ଭୁବନେଶ୍ୱର ଆଣିଲା ପୋଲିସ
ଭୁବନେଶ୍ୱର: ସ୍ୱିଗି ବୟ ଫେକ୍ କିଡନାପ୍ ହାଇଡ୍ରାମାରେ ପଡ଼ିଲା ଯବନିକା । ନିଜ ଅପହରଣ ନାଟକର ନାୟକ ପତିତପାବନ ପୃଷ୍ଟି ଓ ତାଙ୍କର ପ୍ରେମିକାକୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ମଧ୍ୟପ୍ରଦେଶର କଟନୀ ଷ୍ଟେସନରୁ ଦୁହିଁଙ୍କୁ ଠାବ କରାଯାଇଥିଲା । ଏହାପରେ ଗୋଟିଏ ପୋଲିସ ଟିମ୍ ସେଠାରୁ…