ଜନ୍ମଦାତା ସାଜିଲା ହତ୍ୟାକାରୀ
ବାରିପଦା: ପାରିବାରିକ କଳହକୁ ନେଇ ସାମ୍ନାକୁ ଆସିଲା ଅବିଶ୍ୱସନୀୟ ଘଟଣା । ଅଘଟଣ କି ଦୁର୍ଘଟଣା ନୁହେଁ, ବରଂ ହୋସ୍ରେ ଥାଇ ଜଣେ ବାପା ନିଜ ବଡପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲାର ନରଣଖୁଣ୍ଟା ଗାଁ ।
ମିଳିଥିବା ରିପୋର୍ଟ…