Latest Odisha News
Browsing Tag

Famous Pala Singer

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ମଣି ଅଗାଧୁ ବେଉରା

କଟକ: କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗାୟକ ଅଗାଧୁ ବେଉରା। ଯିଏକି ପରବର୍ତ୍ତୀ ସମୟରେ ପାଲା ଜଗତରେ ଖୁବ୍ ଜଣାଶୁଣା ପାଲଟିଥିଲେ। ୧୯୫୫ ମସିହା ଜାନୁଆରି ୧୫ ତାରିଖରେ ସେ ବାପା ରଘୁନାଥ ବେଉରା ଏବଂ ମାଆ ଅଖାରୀ ଦେବୀଙ୍କର କୋଳମଣ୍ଡନ…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଶରତ ଚନ୍ଦ୍ର ଦାଶ

ଭୁବନେଶ୍ୱର: କର୍ମକାଣ୍ଡବିତ୍, କବି, ଗାୟକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ ପାଲା ଜଗତରେ ଜଣେ ପ୍ରତିଭାଦୀପ୍ତ ଗାୟକ । ଅଜାଘର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରଇଁଶୋଲ ଗ୍ରାମରେ ୧୯୬୮ ମସିହା ଡିସେମ୍ବର ୧୩ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥିଲେ । ନିଜଘର…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…