Latest Odisha News
Browsing Tag

fau-g game

ଗଣତନ୍ତ୍ର ଦିବସରେ ପ୍ରଶଂସକଙ୍କୁ ଏହି ବିଶେଷ ଉପହାର ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଏହି ସମୟରେ ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି। ବଲିଉଡ ତାରକାମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଶେଷ ଦିନରେ ନିଜ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ବଲିଉଡର ଅଭିନେତା ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି…

ଏହି ସ୍ୱତନ୍ତ୍ର ଦିନରେ ଭାରତରେ ଲଞ୍ଚ୍‌ ହେବ FAU-G ଗେମ୍‌

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ଭାରତରେ FAU-G ଗେମ୍‌ ଲଞ୍ଚ୍‌ ହେବାକୁ ଯାଉଛି। FAU-G ଖେଳ ଭାରତରେ ୨୬ ଜାନୁଆରୀ ୨୦୨୧ରେ ଅର୍ଥାତ୍ ଗଣତନ୍ତ୍ର ଦିବସରେ ଲଞ୍ଚ୍‌ ହେବ। ପ୍ରାୟ ୪ ମାସ ପୂର୍ବରୁ FAU-G ଖେଳକୁ ନେଇ ଘୋଷଣା କରାଯାଇଥିଲା। ଏହାର ପୂର୍ବ ପଞ୍ଜୀକରଣ ଗତ ବର୍ଷ…