ୟେସ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି, ଆକାଉଣ୍ଟଧାରୀଙ୍କ ଟଙ୍କା ସୁରକ୍ଷିତ: ଅର୍ଥମନ୍ତ୍ରୀ
ୟେସ ବ୍ୟାଙ୍କ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ନାକୁ ଆସିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ୟେସ ବ୍ୟାଙ୍କର ନିଷେଧାଦେଶରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ସେ ନିଶ୍ଚିତ କରିଛନ୍ତି ଯେ ଆକାଉଣ୍ଟଧାରୀଙ୍କ ଟଙ୍କା ବ୍ୟାଙ୍କରେ…