ଶତାଦ୍ଦୀ ଏକ୍ସପ୍ରେସର କୋଚ୍ରେ ନିଆଁ
ଉତ୍ତରାଖଣ୍ଡ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ । ସର୍ଟ ସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶତାଦ୍ଦୀ ଏକ୍ସପ୍ରେସର ସି-୪ କୋଚରେ ଏହି…