ଗଞ୍ଜାମରେ ଦୀପାବଳି କଟକଣା, ନଭେମ୍ବର ୩୦ ଯାଏଁ ବାଣ ମନା
ଗଞ୍ଜାମ: ଗଞ୍ଜାମରେ ଫୁଟିବନି ବାଣ । ଲାଗିଲା ଦୀପାବଳି କଟକଣା । ମହାମାରୀ କରୋନା ପାଇଁ କଟକଣା ଲଗାଇଲେ ଗଂଜାମ ଜିଲ୍ଲାପାଳ । ଜିଲ୍ଲାରେ ନଭେମ୍ବର ୩୦ ତାରିଖ ଯାଏଁ ବାଣ ନିଷେଧ କରାଯାଇଛି । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।…