Latest Odisha News
Browsing Tag

fisherman rescued

ବିବାଦୀୟ ମୋଡ ନେଉଛି ବୋଟ ନିଖୋଜ ଘଟଣା; ୧୩ ମତ୍ସ୍ୟଜୀବୀ ୫ ଦିନ ଧରି ସମୁଦ୍ରରେ କ’ଣ କରୁଥିଲେ ?

ପାରାଦ୍ୱୀପ:  ପାରାଦ୍ଵୀପର ଦୁଇଟି ବୋଟ ନିଖୋଜ ହେବା ଘଟଣାକୁ ନେଇ  ବଢିଲା ସସପେନ୍ସ। ଦୁଇଟି ଯାକ ବୋଟ୍ ପାରାଦ୍ଵୀପ ଫେରିଥିଲେ ମଧ୍ୟ ବୋଟ୍ କର୍ମଚାରୀଙ୍କ କଥାରେ ରହୁନାହିଁ ତାଳମେଳ। ଘଟଣାର ତଦନ୍ତ ଏବେ ମତ୍ସ୍ୟ ବିଭାଗ, କୋଷ୍ଟଗାର୍ଡ ଓ ପୋଲିସ ହାତରେ।  ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୁଇଟି…

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗାବୁଡି, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ପାରାଦୀପ: ଡଙ୍ଗାବୁଡିରେ ଅଳ୍ପକେ ବର୍ତ୍ତିଲେ ୫ଜଣ ମତ୍ସ୍ୟଜୀବୀ। ମାଛ ଧରିବା ପରେ ଆଜି ଏକ ଆହୁଲା ମରା ଡଙ୍ଗାରେ ମତ୍ସ୍ୟଜୀବୀମାନେ ଅଠରବାଙ୍କି ବାଲିପ୍ଲଟ ମାଛ ବେସକୁ ଫେରୁଥିବାବେଳେ ପାରାଦୀପ ମହାନଦୀ ମୁହାଣରେ ସେମାନଙ୍କ ଡଙ୍ଗାଟି ଓଲଟପଡିଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ ଉଚ୍ଚା ଲହଡି…

ନଦୀରୁ ଉଦ୍ଧାର ହେଲା ଶାଙ୍କୁଚ ମାଛ

କଟକ: କଟକ ଜିଲ୍ଲା ନିଆଳି ବ୍ଲକ୍ତ ଅନ୍ତର୍ଗତ ବିଳାଶୁଣି କନ୍ଦଳ ନଦୀରୁ ଶୁକ୍ରବାର ଦିନ ମାଛ ଧରିବା ବେଳେ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ କିଛି ମତ୍ସଜୀବୀ ବାଲିକୁଦ ଘାଟରେ କୁଡିମୁହା ପୋଲ ପାଖରେ ମାଛ ଧରୁଥିବା ବେଳେ ତାଙ୍କ…

ଦେବଦୂତ ସାଜିଲେ ବାୟୁସେନାର ଯବାନ, ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ : ମଝି ଦରିଆରେ ଫସି ରହିଥିଲେ ଦୁଇ ମତ୍ସ୍ୟଜୀବୀ । ପାଣିର ସ୍ରୋତ ଏତେ ପ୍ରଖର ଥିଲା କିଛି କ୍ଷଣରେ ଲୋକ ଦୁଇଜଣଙ୍କୁ ଭାସାଇ ନେବା ଭଳି ମନେ ହେଉଥିଲା । ପାଣିର ତେଜ ଦେଖି ମତ୍ସ୍ୟଜୀବୀ ଦ୍ୱୟ ବଞ୍ଚିବାର ଆଶା ମଧ୍ୟ ଛାଡି ସାରିଥିବେ । ଏତେ ପ୍ରଖର ସ୍ରୋତ ମୁଁହରୁ କେହି ଆସି…