ମହାକୁମ୍ଭର ମୁଖ୍ୟ ଆକର୍ଷଣ ଅକ୍ଷୟ ବଟ
ପ୍ରୟାଗରାଜ: ମହାକୁମ୍ଭର ମୁଖ୍ୟ ଆକର୍ଷଣ ପ୍ରୟାଗର ସଙ୍ଗମ କୂଳରେ ଅବସ୍ଥିତ ଅକ୍ଷୟ ବଟ । କାରଣ ଏହି ଗଛ ସହିତ ଜଡିତ ଅନେକ ଘଟଣା ରହିଛି, ଯାହା ପୁରାଣ କାଳ ସହିତ ଜଡିତ । ଆସନ୍ତୁ ଏହି ବିଷୟ ବିଷୟରେ ଜାଣିବା ।କୁହାଯାଏ ଯାଏ ଯେ, ଅକ୍ଷୟ ବଟ ପାଞ୍ଚ ହଜାର ପୁରୁଣା । ତ୍ରିବେଣୀ ସଙ୍ଗମ ନିକଟରେ…