Latest Odisha News

BREAKING NEWS

Browsing Tag

g-20 summit

ଜି-୨୦ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା: ନିୟୋଜିତ ରହିବେ ୧୦୦୦ ସ୍ପେଶାଲ୍ କମାଣ୍ଡୋ ଓ ୩୦୦ ବୁଲେଟ୍…

ନୁଆଦିଲ୍ଳୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍  ସ୍କାନରରେ ରହିବ ଦିଲ୍ଲୀ ।ଏହି ଟିମରେ ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ସାମିଲ କରାଯାଇଛି । ଏହି ୧୦୦୦ ଯବାନ ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ…

ଜି-୨୦ ସମ୍ମିଳନୀ, ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ମହାରାଷ୍ଟ୍ର ପୁନେରେ ଅନୁଷ୍ଠିତ ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧିମଣ୍ଡଳୀ ଓ ୟୁନେସ୍କୋ, ୟୁନିସେଫ ଓ ଓଇସିଡି ସହ କଲେ ଆଲୋଚନା।…

୨୦୨୩ରେ କଶ୍ମୀରରେ ହେବ G-20 ବୖଠକ

ନୂଆଦିଲ୍ଲୀ: ଭାରତ G-20 ସମୂହର ଅଧ୍ୟକ୍ଷତା  କରିବ । ଡିସେମ୍ବର ୧ରେ ଔପଚାରିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବ ଭାରତ । ଗୋଟିଏ ବର୍ଷ ପାଇଁ   ଭାରତ  G-20ର ଅଧ୍ୟକ୍ଷ ହେବ । ଏହି ପରିପ୍ରେକ୍ଷୀରେ ଦେଶର ୫୫ଟି ଭିନ୍ନ ଭିନ୍ନ ସ୍ଥାନରେ ସଂଗଠନର ୨୦୦ରୁ ଅଧିକ ବୖଠକ ଆୟୋଜନ କରିବ । …

ଆଫଗାନିସ୍ତାନ ଯେପରି ଆତଙ୍କବାଦର ଉତ୍ସ ନହେବ; ପଦକ୍ଷେପ ନେବା ଜରୁରୀ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଗଜି-୨୦ ପ୍ରମୁଖ ଅର୍ଥନୀତିର ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ଆୟୋଜନ କରିଥିବା ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର…