Latest Odisha News

BREAKING NEWS

Browsing Tag

Gajapati Jail

୨ଟି ଜେଲରେ ୯ କଏଦୀ କରୋନା ସଂକ୍ରମିତ ଚିହ୍ନଟ

ପାରଳାଖେମୁଣ୍ଡି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜେଲରେ ସଂକ୍ରମଣ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାର ୨ଟି ଜେଲରେ ୯ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ଉପ କାରାଗାରର ୩ ଜଣ କଏଦୀ ଓ ଆର.ଉଦୟଗିରି ଉପ କାରାଗାରର ୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ…