Latest Odisha News

BREAKING NEWS

Browsing Tag

Gandhi Jayanti

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର :  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ…

ଗାନ୍ଧୀ ଜୟନ୍ତୀ: ବାପୁଙ୍କ ଉପରେ ଆଧାରିତ ଏହି ଫିଲ୍ମ ଜିତିଛି ୮ ଟି ଓସ୍କାର

ମୁମ୍ବାଇ: ଦେଶର ପିତା, ପୂଣ୍ୟାତ୍ମା, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଗାନ୍ଧୀଜୀଙ୍କ ୧୫୩ତମ ଜନ୍ମଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରୁଛି। ତାଙ୍କର ବଳିଦାନ ଏବଂ ଶିକ୍ଷା ସମସ୍ତଙ୍କର ଚିରସ୍ମରଣୀୟ ହୋଇ ରହିଛି। ସ୍ୱାଧୀନତା କ୍ଷେତ୍ରରେ ଗାନ୍ଧୀଙ୍କ…

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ…

ଗାନ୍ଧିଜୀ ଓ ଲବଣ ସତ୍ୟାଗ୍ରହ

ଭୁବନେଶ୍ୱର: ୧୮୩୫ ମସିହାରେ ଇଂରେଜମାନେ ଲୁଣ ମାରିବା ଉପରେ ରୋକ ଲଗେଇଲେ । ଲୋକେ ଲୁଣ ମାରି ପାରିବେ ନାହିଁ ଏପରି ଏକ ଆଇନ କଲେ । କେବଳ ଇଂରେଜମାନେ ହିଁ ଲୁଣ ମାରିବା ପରେ ଏହାକୁ ବିକ୍ରି କରିବା ନିୟମ ଲାଗୁ ହେବାରୁ ଲୋକଙ୍କ ପକ୍ଷରେ ଏହା କିଣିବା ସମ୍ଭବ ହେଲାନି । ଏପରିକି ଭାରତୀୟମାନେ ଲୁଣ…

ଆଜିଠୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍

ଭୁବନେଶ୍ୱର: ‘ଗାନ୍ଧି ଜୟନ୍ତୀ’ ଅବସରରେ ସାରା ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାଗର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏସମ୍ପର୍କରେ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ଦ୍ରବ୍ୟ ବିକ୍ରି,…