Latest Odisha News

BREAKING NEWS

Browsing Tag

gandhi peace award

ଭାରତ ସରକାରଙ୍କ ‘ଗାନ୍ଧୀ ଶାନ୍ତି’ ପୁରସ୍କାର ଘୋଷଣା; ଜାଣନ୍ତୁ କିଏ ପାଇବେ ଏହି ବିଶେଷ ସମ୍ମାନ

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରଣାଳୟ ୨୦୧୯ ଏବଂ ୨୦୨୦ ର ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା କରିଛି। ଏହା ଅଧୀନରେ, ଓମାନର ସ୍ବର୍ଗୀୟ ସୁଲତାନ କାବୁସ୍ ବିନ୍ ସୟଦ ଅଲ ସୟଦଙ୍କୁ ୨୦୧୯ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଶେଖ ମୁଜିବୁର ରହମାନଙ୍କୁ ୨୦୨୦…