ଗାଁ ପିଲାର ଜିଦ୍
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ନିଜର କିଛି ପୁରୁଣା ସାଙ୍ଗ ଏବଂ କିଛି ସହକର୍ମୀଙ୍କ ସହିତ ଦିଲ୍ଲୀ ହାଟରେ ବସି ଖଟି କରୁଥିଲା ସନତ୍। ସେଇ ଖଟିରେ ଅଧିକାଂଶଙ୍କ ହାତରେ କପେ ଚାହା। ମାନେ ଚାହାପିଆ ସାଙ୍ଗକୁ ପାଇଖାନାରୁ ପାର୍ଲାମେଣ୍ଟ ଯାଏଁ ସବୁ ପ୍ରସଙ୍ଗରେ ସେଇଠି…