Latest Odisha News
Browsing Tag

get married

ମାର୍ଚ୍ଚରେ ବାହା ହେବେ ଫରହାନ୍‌ ଓ ଶିବାନୀ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା,ନିର୍ମାତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦଣ୍ଡେକର ଲିଭ୍‌-ଇନ୍ ରିଲେସନସିପରେ ଅଛନ୍ତି। ତେବେ ଖବର ମୁତାବକ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।…

ବୃଦ୍ଧା ଦମ୍ପତିଙ୍କ ପ୍ରେମ କାହାଣୀ; ଅନ୍‌ଲାଇନ୍‌ରେ ସାକ୍ଷାତ ଆଉ ତା’ପରେ ବିବାହ

ନୂଆଦିଳ୍ଲୀ: ପ୍ରେମ ମାନେନା ବୟସ। ବୟସ କେବଳ ଏକ ସଂଖ୍ୟା। ବାସ୍ତବରେ ପ୍ରକୃତ ପ୍ରେମ ଯେକୌଣସି ବୟସରେ ବି ହୋଇଥାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଏହି ବୃଦ୍ଧା ଦମ୍ପତି। ମହାମାରୀ ଯୋଗୁ ‌ଅନେକ ଲୋକ ପରସ୍ପରଠୁ ଅଲଗା ହୋଇଥିବା ବେଳେ ଏହି ଦମ୍ପତିଙ୍କୁ ଏକାଠି କରିପାରିଛି…

ପୁଣି ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ!

ନୂଆଦିଲ୍ଲୀ: ପୁଣି ଥରେ ବାହା ହେଲେ ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ଅଗଷ୍ଟ ୨୪ ରେ ପତ୍ନୀ ପୋନି ବର୍ମାଙ୍କ ସହ ସେ ତାଙ୍କର ୧୧ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ତେବେ ସେମାନଙ୍କ ପୁଅ ବେଦାନ୍ତ ତାଙ୍କ ପିତାମାତାଙ୍କୁ…