Latest Odisha News

BREAKING NEWS

Browsing Tag

Girish Murmu

ଶପଥ ନେଲେ CAG ଗିରୀଶ ମୁର୍ମୁ

ନୂଆଦିଲ୍ଲୀ: ଭାରତର ନୂଆ ସିଏଜି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍ ଗିରୀଶ ମୁର୍ମୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି…

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ…

ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି

ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ । ତାଙ୍କୁ ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ନିଯୁକ୍ତି ମିଳିଛି । ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଗତକାଲୀ ଶ୍ରୀ ମୁର୍ମୁ ଜାମ୍ମୁ କାଶ୍ମୀର…