Latest Odisha News

BREAKING NEWS

Browsing Tag

Glacier Disaster

ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ୩୮୫ଟି ଗାଁ । ହିମସ୍ଖଳନ ପରେ ସୃଷ୍ଟି ଜଳପ୍ରଳୟ ପରେ ଏବେ ପୁଣି ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହିଛି ଉତ୍ତରାଖଣ୍ଡର ୧୨ ଜିଲ୍ଲାର ୩୮୫ ଗାଁ । ସେଥିମଧ୍ୟରୁ ୫ଟି ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ…

ପ୍ରଳୟ ପରେ… ୭୨ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ; ୩୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ୧୯୭ ନିଖୋଜ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଧସିବା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି । ତିନିଦିନରୁ ଅଧିକ ହେଲା ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ସୁଡ଼ଙ୍ଗ ଭିତରେ ଚାଲିଛି ଜୀବନ ସନ୍ଧାନ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କ ସନ୍ଧାନ…