Latest Odisha News

BREAKING NEWS

Browsing Tag

Global Tender

ଆସନ୍ତା ୯ ତାରିଖରେ ଖୋଲିବ ଗ୍ଲୋବାଲ ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ବର : ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷ ଦିନ ଥିଲା । ଯେଉଁଥିରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି…

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ସର୍ତ୍ତାବଳୀରେ ସଂଶୋଧନକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋଭିଡ୍ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବର ସର୍ତ୍ତାବଳୀକୁ ଅନୁମୋଦନ ଦିଆଯାଇଛି । ୧୯ ତାରିଖରେ ଭ୍ୟାକ୍ସିନ୍ ଉତ୍ପାଦନକାରୀ…

ପଶ୍ଚିମ ଓଡ଼ିଶାରେ ଖସୁଛି ସଂକ୍ରମଣ, ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ହାର୍ କମାଇବା ପାଇଁ ପଦକ୍ଷେପ ନିଆଯାଉଛି । ଟିକା ପାଇଁ ସରକାର ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛନ୍ତି । ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ…