Latest Odisha News
Browsing Tag

Global Warming

ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ କହିଲେ ସିଏକ୍ୟୁଏମ

ନୂଆଦିଲ୍ଲୀ: ଦିଲ୍ଲୀ ସହରରେ ପ୍ରଦୂଷଣ ସ୍ତର ବିପଦପୂର୍ଣ୍ଣ ସ୍ଥିତିରେ  ପହଞ୍ଚିଛି। ପ୍ରଦୂଷଣ ଉପରେ ନଜର ରଖିବା ଏବଂ ବିଭିନ୍ନ ରାଜ୍ୟକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହି ବାୟୁ…

ଗ୍ଲୋବାଲ ୱାର୍ମିଂର ହେବ ସମାଧାନ, ସହାୟକ ହୋଇପାରେ ହୀରା ଗୁଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି୲ ତେବେ ଏହା ଏକ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହି ସମସ୍ୟାର ମୁକାବିଲା ନେଇ ବୈଜ୍ଞାନିକମାନେ ନୂଆ ତଥ୍ଯ ଦେଇଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ପ୍ରତିବର୍ଷ ପୃଥିବୀ ବାୟୁମଣ୍ଡଳର ଉପର ସ୍ତରରେ…

୨୦୩୦ ସୁଦ୍ଧା ଲୋପ ପାଇବ ସମୁଦ୍ର ବରଫ, ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନ ଯୋଗୁଁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିଲା ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ୍ ମହାସାଗରର ସମର ସି ଆଇସ ବା…

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ । ବୋଲଜାନୋ…