ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିଲେ ଶେଷ ଚିଠି.. ଚିଠିରେ ସବୁ ସତ ଲେଖି ଯାଇଛନ୍ତି କି ଗୋବିନ୍ଦ ?
ଭୁବନେଶ୍ୱର: ଗୋବିନ୍ଦ ଲେଖିଥିଲେ ତାଙ୍କର ଶେଷ ଚିଠି । ସେ ଶେଷ ଚିଠି କୁଆଡେ ଝିଅ ନାଁରେ ଲେଖିଥିଲେ । ୨ ପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ତାଙ୍କର ଶେଷକଥା ଲେଖିଯାଇଛନ୍ତି । ତେବେ କ’ଣ ଲେଖିଥିବେ ଗୋବିନ୍ଦ ? ତାଙ୍କ ଆତ୍ମହତ୍ୟାର କାରଣ ଏଥିରେ ଜଣାଇ ଥିବେ କି ? ନା ମମିତା ମେହେର…