Latest Odisha News

BREAKING NEWS

Browsing Tag

Goddess Durga

ଦୁର୍ଗା ମାଆ ନୁହେଁ ସାଧାରଣ ମଣିଷ ଆମେ

ପାର୍ବଣର ଋତୁ ଏଵେ ସବୁ ଆଡ଼େ ମାଆ ଆସୁଛନ୍ତି ବୋଲି ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ଝଲସୁଛି । ନବରାତ୍ରି ଚାଲିଚି ସବୁଆଡ଼େ । ଖୁସି ଆଉ ଖୁସିର ଲହରୀ ଖାଲି । ସମସ୍ତଙ୍କ ର ସେଇ ଗୋଟିଏ କଥା ମୁହଁରେ ଜଗତଜନନୀ ମାଆ ଦୁର୍ଗା ଅସତ୍ୟ ଉପରେ ବିଜୟୀ ହେବେ, ସତ୍ୟର ପ୍ରକୃତ କଥାକୁ ସମସ୍ତଙ୍କୁ ଦେଖେଇବେ…

ପ୍ରଫେସରଙ୍କ ନିଆରା ଦୁର୍ଗାପୂଜା; ମୂର୍ତ୍ତି ଗଢି ନିଜେ କରନ୍ତି ପୂଜା

କଟକ: ଭକ୍ତ ପାଇଁ ଭକ୍ତିଭାବନା ପରିପ୍ରକାଶ କରିବାର ଅନେକ ମାଧ୍ୟମ ରହିଛି । କୁହାଯାଏ, ଜଣେ ଭକ୍ତ ସତ୍ ମନରେ ଭଗବାନଙ୍କୁ ଯେଉଁଠି ବି ରହି ଡାକିଲେ ଦର୍ଶନ ମିଳିପାରିବ। ସେହିଭଳି ଜଣେ ଭକ୍ତ ହେଉଛନ୍ତି କଟକର ବାସିନ୍ଦ ଅଂଶୁମାନ ମିଶ୍ର । ଯିଏକି ବିଗତ ୧୦ ବର୍ଷ ହେବ, ନିଜ ହାତରେ…