ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା, ୧୯ରେ ଆଗାମୀ ବୈଠକ
ଭୁବନେଶ୍ୱର : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଜି ବି ବାହାରି ପାରିଲାନି ସମାଧାନର ବାଟ । ତେଣୁ ନବମ ପର୍ଯ୍ୟାୟ ବୈଠକରେ ବି ନିଷ୍କର୍ଷ ବାହାରି ପାରିଲାନି । ତେଣୁ ଆଗାମୀ ବୈଠକ ୧୯ ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…