ଧଳା ବାଳ? ଆପଣାନ୍ତୁ ଏହି ଘରୋଇ ଉପଚାର
ଆଜିକାଲିର ଯୁବପିଢି ଖାଉଥିବା ଓ ପିଉଥିବା ସମସ୍ତ ପଦାର୍ଥରେ ଭରି ରହିଛି ବିଷାକ୍ତ କେମିକାଲ୍ । ଏହାର ପ୍ରଭାବରେ ଅତି କମ ବୟସରେ ଯୁବପିଢିଙ୍କର କେଶ ପାଚିଯାଉଛି । ଏହି ପାଚୁଥିବା କେଶକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଏ ହେୟାର କଲର କରୁଛି ତ ଆଉ କିଏ…